ଗଙ୍ଗାଦେବୀ ବାବୁରାୟଙ୍କ ଷୋହଳ ପୂଜା ସମ୍ପନ୍ନ

ନର୍ଲା: ନର୍ଲା ବ୍ଲକ ଭାନପୁର ଗ୍ରାମର ଇଷ୍ଟ ଦେଵୀ ଗଙ୍ଗାଦେବୀ ଵୟବାବୁରାୟଙ୍କ ଷୋହଳ ପୂଜା ଆଜି ସମ୍ପନ୍ନ ହୋଇଛି। ଚୈତ୍ର ମାସରେ ଏହି ପୂଜା କେଉଁ କାଳରୁ ଏହି ପୀଠରେ ହୋଇ ଆସୁଅଛି। ଦେବୀଙ୍କ ଛତ୍ର ଯାତ୍ରା ସହିତ ୧୬ ଦିନ ଧରି ନିଷ୍ଠାର ସହ ଭକ୍ତ ମାନେ ପୂଜା କରିଛନ୍ତି। ପାଖ ଆଖ ଅଞ୍ଚଳର ଅଗଣିତ ଭକ୍ତ ଆସି ଦେବୀଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି।

Comments are closed.