BJD Bijuli 480×75 Mob

ପ୍ରଚଣ୍ଡ ରୌଦ୍ରତାପ ; ସାଢେ ୧୧ ସୁଦ୍ଧା ୪୪ ଡିଗ୍ରୀ ଟପିଲା ତାପମାତ୍ରା

BJD Bijuli 480×75 Mob

ଭୁବନେଶ୍ୱର : ରେକର୍ଡ ଭାଙ୍ଗୁଛି ଦିନ ତାପମାତ୍ରା। ମଙ୍ଗଳବାର ଦିନ ସାଢେ ୧୧ଟା ସୁଦ୍ଧା ୪୪ ଡିଗ୍ରୀ ଟପିଲା ତାପମାତ୍ରା। ୪୪. ୧ ଡିଗ୍ରୀ ସହ ବାଲେଶ୍ୱର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର ୪୩.୬, ଝାରସୁଗୁଡା ୪୨.୫, କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ କଟକ ,ଭୁବନେଶ୍ୱର ଓ ବାଲେଶ୍ୱରକୁ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।

Comments are closed.