ପ୍ରଚଣ୍ଡ ରୌଦ୍ରତାପ ; ସାଢେ ୧୧ ସୁଦ୍ଧା ୪୪ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର : ରେକର୍ଡ ଭାଙ୍ଗୁଛି ଦିନ ତାପମାତ୍ରା। ମଙ୍ଗଳବାର ଦିନ ସାଢେ ୧୧ଟା ସୁଦ୍ଧା ୪୪ ଡିଗ୍ରୀ ଟପିଲା ତାପମାତ୍ରା। ୪୪. ୧ ଡିଗ୍ରୀ ସହ ବାଲେଶ୍ୱର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱର ୪୩.୬, ଝାରସୁଗୁଡା ୪୨.୫, କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ କଟକ ,ଭୁବନେଶ୍ୱର ଓ ବାଲେଶ୍ୱରକୁ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି।
ଆଜି ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ବାଲେଶ୍ୱର ୪୪.୧ ଡ଼ିଗ୍ରୀ
ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ
ଝାରସୁଗୁଡା ୪୨.୫ ଡ଼ିଗ୍ରୀ
କେନ୍ଦୁଝର ୪୧.୪ ଡ଼ିଗ୍ରୀ
ଚାନ୍ଦବାଲି ୪୧.୨ ଡ଼ିଗ୍ରୀ
ରାଉରକେଲା ୪୦.୪ ଡ଼ିଗ୍ରୀ
ହୀରାକୁଦ ୩୯.୯ ଡ଼ିଗ୍ରୀ
ସମ୍ବଲପୁର ୩୯.୮ ଡ଼ିଗ୍ରୀ
ପୁରୀ ୩୪.୪ ଡ଼ିଗ୍ରୀ
ପାରାଦୀପ ୩୩.୬ ଡ଼ିଗ୍ରୀ
ଗୋପାଳପୁର ୩୩.୬ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) April 30, 2024
ଆଜି ୧୧ ଟା ୩୦ ସୁଦ୍ଧା #ବାଲେଶ୍ୱର ସହର ରେ ରେ ୪୪.୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ pic.twitter.com/NhWZ8B3Qyy
— Meteorological Centre, Bhubaneswar (@mcbbsr) April 30, 2024
ଆଜି ଦିନ ୧୧ ତା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୪୩ ଡ଼ିଗ୍ରୀ ଅତିକ୍ରମ କଲା ତାତି
ଆଜି ଭୁବନେଶ୍ୱର ରେ ୧୧ ଟା ୩୦ ସୁଦ୍ଧା ୪୩.୬ ଡ଼ିଗ୍ରୀ ରେକର୍ଡ pic.twitter.com/P05tna6WwB
— Meteorological Centre, Bhubaneswar (@mcbbsr) April 30, 2024
Comments are closed.