nua o banner

କଣ୍ଟାବାଞ୍ଜି ସହରରେ ପୁଲିସର ଫ୍ଲାଗ ମାର୍ଚ୍ଚ

bjd  ek lkhya koti banner

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ଏସଡିପିଓଙ୍କ ନେତୃତ୍ୱରେ, ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା, ସମସ୍ତ ପୁଲିସ ଅଧିକାରୀ, ପୁଲିସ ଫୋର୍ସ, ହୋମଗାର୍ଡ, ସିଆରପିଏଫ ଯବାନ ମାନେ ଆଜି ସନ୍ଧ୍ୟାରେ ସ୍ଥାନୀୟ ପୁଲିସ ଷ୍ଟେସନରୁ ବାହାରି ଏନଏସି ଛକଦେଇ ୱାର୍ଡ ନମ୍ବର ୧ ଶିବାଜୀ ନଗର, ୱାର୍ଡ ନଂ ୨ ଗୋପବନ୍ଧୁ ନଗର ଦେଇ ରୋଡ଼ ନଂ ୫ ଦେଇ ପର୍ଶୁରାମ ଛକ, ଇନ୍ଦିରା ଛକ, ଶାସ୍ତ୍ରୀଚକ ମାଛ ମାର୍କେଟ ବାଇପାସ ରାସ୍ତା ଦେଇ ସିଙ୍ଗଳପଡ଼ା ଝାଙ୍କରପଡା ଆଶ୍ରାମପଡା ଶେଷ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୨ ତାରିଖ ସନ୍ଧ୍ୟାରେ ସାରା ସହରରେ ପୁଲିସ ଓ ସିଆଇଏସଏଫ ଯବାନ ମାନେ ଫ୍ଲାଗ ମାର୍ଚ୍ଚ କରିଥିଲେ।

Comments are closed.