nua o banner

ନର୍ଲାରେ ପ୍ରାର୍ଥୀଙ୍କ ରୋଡ୍ ଶୋ

bjd  ek lkhya koti banner

ନର୍ଲା: ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ଟିକେଟ୍ ପାଇବା ପରେ ତାଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇବା ପାଇଁ ନର୍ଲାର ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ହରିଶଙ୍କର ମାଝୀ, ନମ୍ରତା ସାହୁ ଓ ଲିଲି ଦୀପ୍, ନର୍ଲା ବ୍ଲକ୍ ଅଧିନ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ନିଜ ନିର୍ବାଚନ ମଣ୍ଡଳୀ ଅଧିନ ଉର୍ଲାଦାନୀ ସହିଦ୍ ରେଣ୍ଡୋ ମାଝୀ ପୀଠ ଠାରେ ସାଧାରଣ ଜନତା ଓ ମହିଳା ସାମିଲ୍ ହୋଇଥିଲେ। ଶ୍ରୀମତୀ ମହାନ୍ତି ସହିଦ୍ ରେଣ୍ଡୋ ମାଝୀ ପୀଠରେ ପୂଜାର୍ଚ୍ଚନା କରି ରେଣ୍ଡୋ ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏକ ରୋଡ୍ ସୋ କରିଥିଲେ।

Comments are closed.