www.samajalive.in
Sunday, December 14, 2025
26.1 C
Bhubaneswar

ବାଙ୍କୀ କଲେଜରେ କଡା ସୁରକ୍ଷାରେ ରଖାଗଲା ଇଭିଏମ୍

କଳାପଥର(ବାଙ୍କୀ): ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପରିଚାଳନା ପାଇଁ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଭିଏମ୍ ଭିଭିପ୍ୟାଟ୍ ଏବଂ ବାଲାଟ୍ ୟୁନିଟ୍ ପହଂଚିଛି। ଷଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆସନ୍ତା ଏପ୍ରିଲ୍ ୨୯ ତାରିଖରେ ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇ ମେ ୬ ତାରିଖରେ ଶେଷ ହେବ। ମେ ୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ସହ ମେ ୯ ତାରିଖ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ମେ ୨୫ ତାରିଖରେ ବିଧାନସଭା ଏବଂ ଲୋକସଭା ପାଇଁ ନିର୍ବାଚନ ବାଙ୍କୀରେ ଅନୁଷ୍ଠିତ ହେବା ସହ ଜୁନ୍ ୪ ତାରିଖରେ ବାଙ୍କୀ କଲେଜ ପରିସରରେ ଭୋଟ ଗଣତି କରାଯିବ ବୋଲି ସହକାରୀ ଜିଲ୍ଲାପାଳ ଧନଞ୍ଜୟ କିଷାନ୍ ଜଣାଇଛନ୍ତି। ବାଙ୍କୀରେ ଉଭୟ ଲୋକସଭା ବିଧାନସଭା ନିର୍ବାଚନ ମଣ୍ଡଳିର ବୁଥ୍ ଗୁଡିକ ପାଇଁ ୨୫୧ଟି ଲେଖାଏଁ ୫୮୨ଟି ଇଭିଏମ୍ ମେସିନ୍, ବାଲାଟ୍ ୟୁନିଟ୍ ୫୮୨ ଓ ୩୧୫ଟି ଭିଭିପାର୍ଟ ମେସିନ୍ ଆସିଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରକାଶ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories