www.samajalive.in
Saturday, December 13, 2025
27.1 C
Bhubaneswar

ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରର ବରପୁତ୍ର ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ତାଙ୍କର ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଶ୍ରୀ ମିଶ୍ର ସାମାଜିକ ଓ ରାଜନୈତିକ ନେତୃତ୍ୱର ଅନନ୍ୟ ପରିଚୟ ଥିଲେ। ପୂଜ୍ୟ ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରାବସ୍ଥାରୁ ଦେଶମାତୃକାର ସେବା ପାଇଁ ସେ ପ୍ରତିବଦ୍ଧ ଥିଲେ। ଶ୍ରୀ ମିଶ୍ର ସମାବେଶୀ ସମାଜର କଳ୍ପନା କରିଥିଲେ। ତାଙ୍କର ଭାଷା ସାହିତ୍ୟ ପ୍ରତି ଅନୁରାଗ ଓ ବିକାଶ ପାଇଁ ପ୍ରତିବଦ୍ଧତା ଥିଲା। ଅସ୍ମିତା ଓ ସ୍ୱାଭିମାନର ବ୍ରତୀ ନେଇ ଥିବା ତାଙ୍କର ପ୍ରାସଙ୍ଗିକ ବିଚାର ଗୁଡିକ ସମାଜ ପାଇଁ ପାଥେୟ ଅଟେ। ବର୍ତ୍ତମାନର ସାମାଜିକ ଓ ରାଜନୈତିକ ଯୁବ ପିଢ଼ି ଓ କାର୍ଯ୍ୟକର୍ତ୍ତା ମାନେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ। ସମ୍ବଲପୁର ମାଟି ହେଉଛି ବୀର ଶହୀଦ ମାନଙ୍କର ଅନନ୍ୟ ମାଟି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories