www.samajalive.in
Friday, December 5, 2025
26.1 C
Bhubaneswar

ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତାଙ୍କୁ ଜେରା

ସମାଜ ଡିଜିଟାଲ ଡେସ୍କ: ରାଉରକେଲାରେ ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା କରୁଛି ଏସଆଇଟି । ରାଉରକେଲା ରଘୁନାଥପାଲି ଥାନାରେ ନିକିତାଙ୍କୁ ପୁଲିସ ଓ ଏସଆଇଟି ଟିମ୍‍ ପଚରାଉଚରା କରୁଛନ୍ତି । ନିକିତା ଅଗ୍ରୱାଲଙ୍କ ନାଁରେ ରହିଛି ଗୋଟିଏ ବାରୁଦ ଗୋଦାମ । ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଗୋଦାମର ମାଲିକ ଶ୍ରବଣ ଅଗ୍ରୱାଲ ।

ଶ୍ରବଣ ଅଗ୍ରୱାଲଙ୍କ ନାମରେ ମେସର୍ସ ଗର୍ଗ ବ୍ଲାଷ୍ଟ ସର୍ଭିସ୍‍ ର ଦୁଇଟି ଓ ପତ୍ନୀ ନିକିତା ଅଗ୍ରୱାଲଙ୍କ ନିକିତା ଏଣ୍ଟରପ୍ରାଇଜେସ୍‍ ନାମରେ ଦୁଇଟି ଏକ୍ସପ୍ଲୋସିଭ ଗୋଦାମ ରହିଛି । କାହା ଗୋଦାମରୁ କେତେ ବିସ୍ଫୋରକ ସାମଗ୍ରୀ କୁଆଡେ ଯାଉଥିଲା ତା’ର ତଦନ୍ତ କରୁଛି ଏସଆଇଟି ଟିମ୍‍ । ଏହି ମାମଲାରେ ନିକିତା ଅଗ୍ରୱାଲଙ୍କୁ ଗୋଦାମର ଷ୍ଟକ୍‍ ଓ ବିସ୍ଫୋରକ ସାମଗ୍ରୀ କେଉଁ ଆଡେ ଯାଉଥିଲା ସେ ସବୁ ସମ୍ପର୍କରେ ଜେରା କରୁଛି ଏସଆଇଟି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories