www.samajalive.in
Sunday, December 14, 2025
17.1 C
Bhubaneswar

ନିସାନକୁ ପସନ୍ଦ ଆସିଲାନି ହୋଣ୍ଡାର ପ୍ରସ୍ତାବ, ଅଟକିଲା ମିଶ୍ରଣ ଚୁକ୍ତି

ନୂଆଦିଲ୍ଲୀ : ଡିସେମ୍ବର ୨୦୨୪ରେ ଘୋଷିତ ନିସାନ ଓ ହୋଣ୍ଡା ମଧ୍ୟରେ ପ୍ରସ୍ତାବିତ ମିଶ୍ରଣ ଏବେ ସଙ୍କଟରେ ଥିବା ନଜର ଆସୁଛି । ସୂଚନା ଅନୁସାରେ ନିସାନର ବୋର୍ଡ ହୋଣ୍ଡାର ମିଶ୍ରଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ପ୍ରସ୍ତୁତ ହେଉଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ..

ନିସାନ ମୋଟର କର୍ପୋରେସନ ଏହା ସଙ୍କେତ ଦେଇଛି କି ସେ ହୋଣ୍ଡାର ସେହି ପ୍ରସ୍ତାବକୁ ଅସ୍ବୀକାର କରୁଛି ଯେଉଁଥିରେ ନିସାନକୁ ହୋଣ୍ଡାର ସହାୟକ କମ୍ପାନୀ ବୋଲି ଦର୍ଶାଯାଇଥାନ୍ତା । ଏହି ପ୍ରସ୍ତାବକୁ ଅସ୍ବୀକାର କରିବା ପରେ ଉଭୟଙ୍କ ମଧ୍ୟରେ ହେବାକୁ ଥିବା ମିଶ୍ରଣ ଆଲୋଚନା ଅଧାରେ ଅଟକି ରହିଛି । କୁହାଯାଉଛି କି ବୁଧବାର ନିସାନର ବୋର୍ଡର ଏକ ବୈଠକ ହେବ ଯେଉଁଥିରେ ଏହି ପ୍ରସ୍ତାବ ଉପରେ ଅନ୍ତିମ ନିଷ୍ପତ୍ତି ନିଆଯିବ ।

- Advertisement -

ହୋଣ୍ଡାର ବର୍ତ୍ତମାନ ବଜାର ମୂଲ୍ୟ ୭.୩ ଟ୍ରିଲିୟନ୍ ୟେନ୍(ପ୍ରାୟ ୪୭ ଅରବ ଡଲାର) ଆକଳନ କରାଯାଇଛି ଯାହା ନିସାନର ମୂଲ୍ୟଠୁ ପ୍ରାୟ ୫ ଗୁଣା ଅଧିକ । ଏହି କାରଣରୁ ହୋଣ୍ଡା, ନିସାନକୁ କିଣି ନିଜ ସବସିଡିୟରୀ କମ୍ପାନୀ ବନାଇବାକୁ ଚାହୁଁଛି । ତେବେ ନିସାନର ଅନେକ ବରିଷ୍ଠ ଅଧିକାରୀ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି । ଯଦି ଏହି ଚୁକ୍ତି ସମ୍ପୂର୍ଣ୍ଣ ହୋଇଥାନ୍ତା ତେବେ ଏହା ବିଶ୍ବର ତୃତୀୟ ବଡ କାର୍ ନିର୍ମାତା କମ୍ପାନୀ ହୋଇଥାନ୍ତା । କିନ୍ତୁ ଆଲୋଚନା ଅଧାରେ ଅଟକିବା ଫଳରେ ଚୁକ୍ତି ସମ୍ପୂର୍ଣ୍ଣ ହୋଇପାରୁନି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories