www.samajalive.in
Sunday, December 7, 2025
23.1 C
Bhubaneswar

କେରଳରେ ନିପା ଭାଇରସ, ସୁଧୁରୁଛି ୯ ବର୍ଷର ଶିଶୁର ଅବସ୍ଥା

ଡେସ୍କ: ଗତକାଲି କେରଳର କୋଜିକୋଡେରେ କୌଣସି ନୂତନ ନିପା ରୋଗୀ ଚିହ୍ନଟ ହୋଇନାହାନ୍ତି। ପରୀକ୍ଷା ହୋଇଥିବା ୪୯ଟି ନମୁନା ନେଗେଟିଭ ବାହାରିଥିବା ଜଣାପଡିଛି। ଅନ୍ୟ ୩୬ଟି ନମୁନା ପରୀକ୍ଷଣର ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ। ଅନ୍ୟପକ୍ଷରେ ୩ ଜଣ ନିପା ରୋଗୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ନଅ ବର୍ଷର ଶିଶୁର ଅବସ୍ଥା ସୁଧୁରିଛି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ଏହି ଜୀବାଣୁ ଏପର୍ଯ୍ୟନ୍ତ ତାର ରୂପ ପରିବର୍ତ୍ତନ କରିନାହିଁ। କିନ୍ତୁ, ଏ ବାବଦରେ ଅଧିକ ଅଧ୍ୟୟନ ଆବଶ୍ୟକ।

- Advertisement -

ରାଜ୍ୟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଗଣମାଧ୍ୟମକୁ କହିଛନ୍ତି ଯେ କୋଜିକୋଡେରେ ନିପା ଭାଇରସରୁ ସୃଷ୍ଟି ହୋଇଥିବା ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଭାଇରାଲ ସଂକ୍ରମଣ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories