ତାତି ଆସୁ ଆସୁ ଜଳିଲା ପାଟଣା ରେଞ୍ଜ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲ

କେନ୍ଦୁଝର : ପାଟଣା ରେଞ୍ଜ୍ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲ ଜଳୁଛି । ଜଙ୍ଗଲରେ କିପରି ନିଆଁ ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି ତେବେ ନିଆଁ ଲାଗିବା ଯୋଗୁଁ ଅନେକ ମୂଲ୍ୟବାନ ଗଛ ସମ୍ପୂର୍ଣ୍ଣ ଜଳିଯାଇଛି । ତାତି ଆସୁ ଆସୁ ଗ୍ରାମ୍ୟ ଜଙ୍ଗଲ ଜଳିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Comments are closed.