www.samajalive.in
Sunday, December 14, 2025
14.1 C
Bhubaneswar

ପିକକ୍ ପକ୍ଷରୁ ଆନ୍ତର୍ଜାତୀୟ ଯୋଗଦିବସ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ ପିକକ୍ ସଂଗଠନ ପରିଚାଳିତ ଶ୍ରଦ୍ଧାଭବନ ପରିସରରେ ମଙ୍ଗଳବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଠାରେ ଶିଶୁ ମାନଙ୍କ ସହ ଗ୍ରାମୀଣ ମହିଳା ମାନେ ମଧ୍ୟ ଯୋଗ ଶିବିରରେ ସାମିଲ ହୋଇଥିଲେ। ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ଦ୍ଵାରା ଅନୁଷ୍ଠିତ ଏହି ଯୋଗ ଶିବିରକୁ ପାଟଣା ବ୍ଲକ ସଂଯୋଜକ ସତ୍ୟନାରାୟଣ ମହାନ୍ତ ଓ ସେଚ୍ଛାସେବୀ ଦ୍ରୌପଦୀ ବେଜ ଯୋଗ ଶିବିର ପରିଚାଳନା କରିଥିଲେ। ଯୋଗ କିପରି ଶରୀର ଓ ମନକୁ ସୁସ୍ଥ ରଖିଥାଏ ସେ ନେଇ ଏଠାରେ ଗ୍ରାମୀଣ ମହିଳାଙ୍କୁ ମାର୍ଗ ଦର୍ଶନ ଦିଆଯିବା ସହ ସେମାନଙ୍କୁ ସରଳ ଯୋଗଶିକ୍ଷା ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories