ବାପା ମାଆ ସାମ୍ନାରେ ୨ ବର୍ଷ ଶିଶୁ ଉପରେ ମାଡିଗଲା ହାଇୱା

ଭୁବନେଶ୍ୱର : ବୀରମିତ୍ରପୁରରେ ବାପା ମାଆ ସାମ୍ନାରେ ୨ ବର୍ଷ ଶିଶୁ ଉପରେ ମାଡିଗଲା ହାଇୱା । ଏଭଳି ଏକ ଅଘଟଣ ୧୪୩ ନମ୍ବର ଜାତୀୟ ରାଜପଥ ଲାଲଜୀରାମ୍‌ ପେଟ୍ରୋଲ ପମ୍ପ୍‌ ନିକଟରେ ଘଟିଛି । ପେଟ୍ରୋଲ୍‌ ପମ୍ପ ନିକଟରେ ବାଇକ୍‌ରୁ ଖସି ପଡିଥିବା ୨ ବର୍ଷର ଝିଅ ଉପରେ ହାଇୱା ମାଡି ଯାଇଛି । ଭାରସାମ୍ୟ ହରାଇ ବାଇକ୍‌ରୁ ବାପା ମାଆ ସହ ଖସି ପଡିଥିଲା ଶିଶୁ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହାଇୱା ଶିଶୁ ଉପରେ ମାଡି ଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବସ୍ତାରୁ ୯ ବର୍ଷ ନାବାଳକର ମୃତଦେହ ଉଦ୍ଧାର

ରାଜଧାନୀରୁ ହଟିବେ ସମସ୍ତ ଉଠା ଦୋକାନୀ

ନୂଆବର୍ଷ ୨୦୨୫ରେ କେତୁ ଚଳନ; ଏହି ୩ ରାଶିଙ୍କୁ କରିବେ ମାଲାମାଲ୍‌..

 

Comments are closed.