www.samajalive.in
Saturday, December 6, 2025
14.1 C
Bhubaneswar

ଗଛରୁ ପଡି ଡ଼ଙ୍ଗରିଆ ବାଳକ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତ ସଦରରେ ଜଣେ ବାଳକ ଆମ୍ବ ଗଛରୁ ପଡି ଗୁରୁତର ହୋଇଛି। ଡ଼ଙ୍ଗରିଆ ବାମ ଶିକକା ୧୯ ଗ୍ରାମ ନିକଟ ଆମ୍ବ ଗଛ ଚଢି ଆମ୍ବ ତୋଳୁ ଥିବା ବେଳେ ଅସାବଧାନତା ଯୋଗୁଁ ଖସି ପଡିଥିଲା। ଜୋରରେ ଶବ୍ଦ ହେବାରୁ ଗ୍ରାମର କିଛି ଡ଼ଙ୍ଗରିଆ ଯୁବକ ମାନେ ଧାଇଁ ଯାଇ ଦେଖିବା ବେଳେ ବାମ ପଡି ଛଟପଟ ହେଉଥିଲା। ଏହାକୁ ଦେଖି ରୋଗୀବୁହା ଗାଡିକୁ ଯୋଗାଯୋଗ କରିବାରୁ ଗାଡି ଉପଲବ୍ଧ ନଥିବାରୁ ଏକ ଅଟୋ ସାହାଯ୍ୟରେ ଆଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଗୁରୁତର ହୋଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories