www.samajalive.in
Tuesday, December 9, 2025
16.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ବରିଷ୍ଠ ପ୍ରଶାସନିକ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ୬୧ଟି କବିତା ସମ୍ବଳିତ ସଂକଳନ ‘ବିଅଣ୍ଡ ହିଅର ଏଣ୍ଡ ଅଦର ପୋଏମ୍ସ’ର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୨. କଟକ କନିକା ଛକର ଏକ ଔଷଧ ଦୋକାନରୁ ୧୧୭ ପେଟି ନକଲି ଫାଭିପିରାଭିର ଔଷଧ ଜବତ, ଖୋଳତାଡ଼ ଜାରି
୩. ଦେଶରୁ କେତେ ଜଣଙ୍କୁ ଛୁଇଁଲାଣି କରୋନା ଭୁତାଣୁ, ଜାଣିବା ପାଇଁ ହେବ ଜାତୀୟ ସ୍ତରରେ ସେରୋ ସର୍ଭେ
୪. ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପଜନିତ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲା ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୁଳକୁ ରେଡ୍ ୱାର୍ଣ୍ଣିଂ ଜାରି
୫. ରାଜ୍ୟ ବାହାରକୁ ଚୋରା ଚାଲାଣ ବେଳେ ଟ୍ରକ୍ କଣ୍ଟେନରର ସିକ୍ରେଟ୍ ଚାମ୍ବରରୁ ୪୩୮ କେଜି ଗଂଜେଇ ଜବତ କଲା ଜୟପୁର ସଦର ପୁଲିସ
୬. ୨୦୧୭ରେ ତୃଣମୂଳ ଛାଡି ବିଜେପିରେ ଯୋଗ ଦେଇଥିବା ପଶ୍ଚିମବଙ୍ଗର ନେତା ମୁକୁଲ ରୟ ଓ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ଆଜି ଟିଏମସିକୁ ଫେରିଛନ୍ତି
୭. ଆଜି ଓଡିଶାକୁ ଇନଫୋସିସ ଓ ଏମଜିଏମ ଗ୍ରୀନ ପକ୍ଷରୁ ୭୦ଟି ଲେଖାଏଁ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୫୦ଟି ଅମ୍ଳଜାନ କନସେଟ୍ରେଣ୍ଟର ଓ ୩ଟି ଭେଣ୍ଟିଲେଟର ପ୍ରଦାନ କରାଯାଇଛି
୮. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଦିତ୍ୟନାଥ, ରାଜ୍ୟରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ସମ୍ଭାବନା
୯. ଆଜି ରାଜ୍ୟରେ ୫୨୩୫ ନୂଆ ସଂକ୍ରମିତ ଚିହ୍ନଟ, ୮୫୧୬ ସୁସ୍ଥ ଓ ୪୩ ମୃତ ଏବଂ ଟୀକା ନେଇଛନ୍ତି ୯୨୨୯୦
୧୦. ଆଜି ଦେଶରେ ୯୧୭୦୨ ନୂଆ ସଂକ୍ରମିତ ଚିହ୍ନଟ, ୧୩୪୫୮୦ ସୁସ୍ଥ ଓ ୩୪୦୩ ମୃତ ଏବଂ ଟୀକା ନେଇଛନ୍ତି ୩୧୫୦୩୬୮

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories