www.samajalive.in
Sunday, December 14, 2025
14.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

– ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକ, ଦୈନିକ ହେବ ୭୦ ହଜାର ଟେଷ୍ଟ
– ଅମ୍ଲଜାନ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କ ଫୋର୍ସ, ୯ ଜଣିଆ ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର
– ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ହେଲେ ଟାସ୍କଫୋର୍ସ ଅଧ୍ୟକ୍ଷ, ମେଡ଼ିକାଲ୍‌ ଅମ୍ଲଜାନ ଉତ୍ପାଦନ ଓ ବିତରଣର ତଦାରଖ କରିବ ଟାସ୍କଫୋର୍ସ
– ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ପ୍ରଦାନ ଏବଂ ଟିକାକରଣ କେନ୍ଦ୍ରରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
– ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୨୪୨ କରୋନା ଆକ୍ରାନ୍ତ, ଆରୋଗ୍ୟ ସଂଖ୍ୟା ୫୩୬୫୯୫କୁ ବୃଦ୍ଧି
– ସିବିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ମାର୍କ ଟାବୁଲେସନ ଅବଧି ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି
– ଖଲିକୋଟ ବିଶ୍ବବିଦ୍ୟାଳୟ ଏକକ ବିଶ୍ବବିଦ୍ୟାଳୟ ହେବା ପରେ ମାନ୍ୟତା ରଦ୍ଦ
– ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କୋଭିଡ ମୃତକ ପରିବାର ସଦସ୍ୟଙ୍କୁ ମିଳିବ ୫୦ହଜାର ଟଙ୍କାର ସହାୟତା
– ରାଜ୍ୟରେ ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ତାଲାବନ୍ଦ, ସକାଳ ୭ ରୁ ୧୧ଟା ଯାଏଁ ପରିବାପତ୍ର କିଣିବାକୁ ଅନୁମତି ପ୍ରଦାନ
– ତାଲାବନ୍ଦ ସମୟରେ ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ କଟକଣା ବୃଦ୍ଧି କଲେ ରାଜ୍ୟ ସରକାର, ଏଣିକି ସମସ୍ତଙ୍କୁ ମିଶାଇ ବାହାଘରରେ ଏକାଠି ହେବେ ୨୫
– ୨୬ ଦିନ ମଧ୍ୟରେ ୮୬୮ ଟ୍ୟାଙ୍କରରେ ବାହାର ରାଜ୍ୟକୁ ଓଡିଶା ପଠାଇଛି ୧୫,୯୧୩ ମେଟ୍ରିକ ଟନ ମେଡିକାଲ ଅମ୍ଳଜାନ
– ରାଜ୍ୟରେ ୯ ଜିଲାରୁ ଆଖି ବୁଜିଲେ ୨୨ କରୋନା ଆକ୍ରାନ୍ତ, ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭
– ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ, ଟିକା ନେଲେଣି ୧୮କୋଟି ୪୪ ଲକ୍ଷ ୪୩ ହଜାର ୧୪୯
– ଦେଶରେ ଦିନକରେ ୨,୬୩,୫୩୩ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୩୨୯ ମୃତ
– ଦେଶରେ ଆଉ ୪ ଲକ୍ଷ ୨୨ ହଜାର ୪୩୬ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨
– ରାଜ୍ୟରେ ଦିନକରେ ୧୦୩୨୧ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories