ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର Less than 1 min.Read ସନ୍ଧ୍ୟା ୭ଟା ମୁଖ୍ୟ ଖବର By samajalive 28 July, 2021 7:02 PM FacebookTwitterPinterestWhatsAppLinkedinReddIt ଆସନ୍ତା ୩୧ ତାରିଖ ଶନିବାର ଦିନ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ୩୧ ତାରିଖ ପରେ ପ୍ରକାଶ ପାଇବ କଳା ପରୀକ୍ଷା ଫଳ ରାଜ୍ୟର ଚାରି ହଜାରରୁ ଅଧିକ ‘ପଡ଼ା’କୁ ନୂଆ ରାଜସ୍ବ ଗାଁର ମାନ୍ୟତା ମିଳିବ, ରାଜସ୍ବ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରୋନାର ଅନ୍ତ ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ : ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି ବ୍ଲିଙ୍କେନ୍ ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ ସାରସ୍ୱତ ସାଧନା ଓ ଓଡ଼ିଆ ବାଣୀଭଣ୍ଡାରକୁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କୁ ମଧ୍ୟ ମାନପତ୍ର, ଉପଢୌକନ ଓ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର କୂଳପତି ପ୍ରଫେସର ଆଇ. ରାମବ୍ରହ୍ମମଙ୍କ ପରଲାକ, ସେ ଗତ କିଛିଦିନ ଧରି ଚିକିତ୍ସାଧୀନ ଥିଲେ ଆଇନକ୍ସର ବଡ଼ ଘୋଷଣା: ଅଲିମ୍ପିକ୍ ପଦକ ବିଜେତା ଆଜୀବନ ଦେଖିବେ ମାଗଣା ଫିଲ୍ମ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ମାଆ,ପୁଅଙ୍କ ଆତ୍ମାହୁତି ଉଦ୍ୟମ; କିରୋସିନି ବୋତଲ ଧରି ନିଆଁ ଲଗାଉଥିବା ବେଳେ କାବୁ କଲା ପୁଲିସ ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ; ମୋଟ ୧୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ କର୍ଣ୍ଣାଟକରେ ଆରମ୍ଭ ହେଲା ବାସବରାଜ ସରକାର ; ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ ପୁଣି ଆମେରିକାରେ କରୋନା କାୟା ; ଦୈନିକ ସଂକ୍ରମଣ ୬୦ ହଜାର ବୃଦ୍ଧି ଆରପାରିରେ କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର, ପ୍ରଧାନମନ୍ତ୍ରୀଙ୍କ ଶୋକ ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୫ ମୃତ, ୪୦ ନିଖୋଜ ବୃହସ୍ପତି ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କଲା ନାସାର ହବଲ ଟେଲିସ୍କୋପ ଉତ୍ତର ପ୍ରଦେଶ : ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରକ,୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ; ୨୦ରୁ ଅଧିକ ଆହତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ଦିନକ ମଧ୍ୟରେ ୪୧,୬୭୮ ଜଣ କରୋନା ରୋଗୀ ସୁସ୍ଥ ; ଦେଶରେ ଆରୋଗ୍ୟ ହାର ୯୭.୩୯% କରୋନାରୁ ଏପର୍ୟ୍ୟନ୍ତ ମୋଟ ୩,୦୬,୬୩,୧୪୭ ଜଣ ଆରୋଗ୍ୟ ହୋଇସାରିଥିବାବେଳେ ସଂପ୍ରତି ୩,୯୯,୪୩୬ ଜଣ ସକ୍ରିୟ ସଂକ୍ରମିତ ଦୈନିକ ସଂକ୍ରମଣ ହାର ୨.୫୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬% ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୪୬.୦୯ କୋଟି ନମୁନା ପରୀକ୍ଷା ; ଏହି ସମୟ ମଧ୍ୟରେ ମୋଟ ୪୪.୬୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୮୮ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫ ମୋଟ ୧୫୭୯୭୬୩୦ ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେଥିମଧ୍ୟରୁ ୯୭୨୫୧୭ ଜଣ ସଂକ୍ରମିତ ଚିହ୍ନଟ ୯୪୯୩୫୦ ଜଣ ସୁସ୍ଥ ; ରାଜ୍ୟରେ ସଂପ୍ରତି ୧୭୪୧୧ ଜଣ ସକ୍ରିୟ ସଂକ୍ରମିତ ଆଜି ରାତି ୮ଟାରେ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍ ରାଜ୍ୟରେ ଗତ ମଙ୍ଗଳବାର ଗୋଟିଏ ଦିନରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ୫୭୦୩କୁ ବୃଦ୍ଧି ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ କରୋନା ସଂକ୍ରମଣଠୁ ବଳି ଗଲାଣି ଡେଙ୍ଗୁ ; ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ ଡେଙ୍ଗୁରେ ହେଉଛନ୍ତି ଆକ୍ରାନ୍ତ ବିକାଶ ଦୁବେଙ୍କ ମୂର୍ତ୍ତି ସ୍ଥାପନ କରିବ ବ୍ରାହ୍ମଣ ମହାସଭା ଚାଇନାରେ ବ୍ୟାପିଲା କୋଭିଡ-୧୯ର ଡେଲଟା ପ୍ରକରଣ; ନାନଜିଂ ସହର ବନ୍ଦ ଆମେରିକା ସମୁଦ୍ର ଉପକୂଳରୁ ମିଳିଲା ବିରଳ ଦୁଇମୁଣ୍ଡିଆ କଇଁଛ ଆସନ୍ତା ମାସରେ ୧୨-୧୮ ବର୍ଷ ପିଲାଙ୍କୁ କୋଭିଡ୍ ଟିକାକରଣ ଆଜି ଶପଥ ନେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ମୀରାବାଈ ଆସାମ-ମିଜୋରାମ ହିଂସା ନିୟନ୍ତ୍ରଣାଧୀନ ବିଶ୍ବ ଐତିହ୍ୟ ତାଲିକାରେ ଧୋଲାବିରା କାମଳର ମୃତ୍ୟୁ ଫାଶ, ଅଧ ମିନିଟ୍ରେ ଗୋଟିଏ ଜୀବନ ଅଲିମ୍ପିକ୍ସ ପୁରୁଷ ହକି : ସ୍ପେନକୁ ୩-୦ରେ ହରାଇଲା ଭାରତ Tags28th July 2021News headlines@ 7 Pmodia news Hot this week ଆମ ଓଡ଼ିଶା ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ December 6, 2025 0 ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।... ଆମ ଓଡ଼ିଶା ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ December 6, 2025 0 ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ... ଅପରାଧ ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ December 6, 2025 0 ଭୁବନେଶ୍ବର :ଏୟାରଫିଲ୍ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ... ଆମ ଓଡ଼ିଶା ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍ଆଇଆର୍ December 6, 2025 0 ଭୁବନେଶ୍ୱର :ଗତ ନଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା... ରାଜନୀତି ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ସଂସଦରେ ଗର୍ଜିଲେ ପୁରୀ ସାଂସଦ ସମ୍ବିତ ପାତ୍ର December 5, 2025 0 ନୂଆଦିଲ୍ଲୀ : ଆଜି ସଂସଦ ଭବନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର... Related Articles ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ ଆମ ଓଡ଼ିଶା December 6, 2025 ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ ଆମ ଓଡ଼ିଶା December 6, 2025 ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି ଆମ ଓଡ଼ିଶା December 5, 2025 ୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର ଦେଶ-ବିଦେଶ December 5, 2025 ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର ଦେଶ-ବିଦେଶ December 5, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleନବରଙ୍ଗପୁରରେ ରଙ୍ଗୀନ ମାଛଚାଷ ଶୁଭାରମ୍ଭNext articleହୀରାକୁଦର ୧୪ ଫାଟକ ଖୋଲା, ଜଳସ୍ତର ୬୦୭.୧୭ ଫୁଟ