www.samajalive.in
Saturday, December 6, 2025
16.1 C
Bhubaneswar

ସନ୍ଧ୍ୟା ୭ଟା-ମୁଖ୍ୟ ଖବର

ଦେଶରେ ଆଜିଠାରୁ ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି, କେନ୍ଦ୍ର ସରକାର ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେଉଛନ୍ତି

–ଟିକାକରଣ କ୍ଷେତ୍ରରେ ଓଡ଼ିଶାର  ଉଲ୍ଲେଖନୀୟ ସଫଳତା

–ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାଦାନ ଅଭିଯାନରେ ଏ ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି

–ଆସନ୍ତା ଡିସେମ୍ବର ସୁଦ୍ଧା ୨୫୭ କୋଟି ଡୋଜ ଟିକା ଉତ୍ପାଦନ ଲକ୍ଷ୍ୟ,ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ଟିକାକରଣ କରାଯିବ-ଜେ.ପି.ନଡ୍ଡା

–କ୍ୟାମ୍ପେନ ମୋଡ଼ରେ ଟିକାକରଣ, କିଛି ସ୍ଥାନରେ ବିଭ୍ରାଟ

– ଟିକା କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବାରୁ ବାଲେଶ୍ବର,ଜୟପୁର,ରାୟଗଡ଼ାରେ ବିଜେପିର ପ୍ରତିବାଦ

–ଟିକା କେନ୍ଦ୍ରରେ ନବୀନଙ୍କ ଫଟୋ ରହୁ ଆପତ୍ତି ନାହିଁ, କିନ୍ତୁ ମୋଦିଙ୍କ ମଧ୍ୟ ଫଟୋ ରହୁ-କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

–ଜରୁରୀ ନୁହେଁ ଆଗୁଆ ପଞ୍ଜୀକରଣ, ଦିନକୁ ଦିଆଯିବ ୫୦ଲକ୍ଷ ଟିକା

ଦୋଷୀ ଅଧିକାରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ, କୋଭିଡ ଡାକ୍ତରଖାନାରେ ଅବହେଳା ଓ ଶବକୁ ଅସମ୍ମାନ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି

–ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ  ଉଦବୋଧନ ଦେଇଛନ୍ତି

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମ-ଯୋଗ ଆପ୍‍ ର ଶୁଭାରମ୍ଭ କରିଛନ୍ତି।

ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

–ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ନେଇ ପୁଣି ସୁପ୍ରିମକୋର୍ଟରେ ସତ୍ୟପାଠ ଅଫଲାଇନରେ ପରୀକ୍ଷା ଦେଲେ ଉକ୍ତ ମାର୍କ ଚୂଡ଼ାନ୍ତ ହେବ

–ବିଭିନ୍ନ ଦେଶରେ କରୋନାର ତୃତୀୟ ଲହର ଆସିଛି। ଆମର ବି ଆସିପାରେ। ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମିବ-ଜନସ୍ବାସ୍ଥ୍ୟ ନିର୍ଦେଶକ

–ଦେଶରେ ଦୀର୍ଘ ୮୮ ଦିନ ପରେ କରୋନା ଦୈନିକ ସଂକ୍ରମଣ ସବୁଠାରୁ କମ 

–୨୪ ଘଣ୍ଟାରେ ଆଉ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୯୯, ୩୫, ୨୨୧ 

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨୨ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮,୧୩୫

–ଦିନକରେ ଆଉ ୭୮,୧୯୦ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ୨,୮୮,୪୪,୧୯୯

–ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ କାଠ ଶ୍ରୀକ୍ଷେତ୍ର ଅଭିମୁଖେ ଦିଆଗଲା ମେଲାଣି

–ସୁରକ୍ଷାକର୍ମୀ- ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ; ୩ ଆତଙ୍କବାଦୀ ନିହତ

–ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ୟ୍ୟରେ ଦମକଳ କର୍ମଚାରୀ ନିୟୋଜିତ

–ରାଜ୍ୟରେ ଦିନକରେ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

–ଆଜିଠାରୁ ଦେଶର ସମସ୍ତ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକା

–ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା; ଆସିପାରେ କରୋନାର ଚତୁର୍ଥ ଲହର

–୩୫ କୋଟି ଛାତ୍ରଛାତ୍ରୀ ଗାଇବେ ଜାତୀୟ ସଂଗୀତ

–ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ୫ ବର୍ଷ କାଳ ଦୁଇ ଦୁଇଟି ସରକାରୀ ଚାକିରି କରି ଶେଷରେ ଧରା ପଡିଛନ୍ତି

–ଅନଲାଇନରେ ଝିଅ ପଢୁଛି ପାଠ; ମୁଣ୍ଡ ଉପରେ ଛତା ଧରିଛନ୍ତି ବାପା

–ଫୌସି ମାନିଲେ- କୋଭିଡ୧୯ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇଥାଇପାରେ

–ମନାକଲା କେନ୍ଦ୍ର, କ୍ଷମତା ବାହାରେ କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ

–ମହାରାଷ୍ଟ୍ରରେ ଡେଲଟା ପ୍ଲସ୍‌, ଆଣିପାରେ ତୃତୀୟ ଲହର

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories