ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର (୨୪ ମେ ୨୦୨୧)
ଦେଶ/ବିଦେଶ ଖବର
– ଦିନକରେ ନୂଆ କରୋନା ସଂକ୍ରମିତ ୨.୨୨ ଲକ୍ଷ; ମୃତ ୪,୪୫୪
– ନ୍ୟୁୟର୍କରେ ପହଞ୍ଚିଲେ ଜୟଶଙ୍କର, ଟିକା ଆମଦାନୀ ନେଇ କରିବେ ଆଲୋଚନା
– ଆତଙ୍କ ଖେଳାଇବାକୁ ହତ୍ୟାର ଭିଡିଓ କରିଥିଲେ ସୁଶିଲ କୁମାର- ପୁଲିସ
– ଏଲୋପାଥିକୁ ନେଇ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ ରାମଦେବ
– ଭାରତ-ପ୍ରଶାନ୍ତ ମହାସାଗର ଅଭିମୁଖେ ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ ; ଚୀନ ଉପରେ ରଖିବ କଡା ନଜର
– ଭାରତରେ କୋଭିଡ ମୃତ୍ୟୁ ୩ ଲକ୍ଷ ଟପିଲା; ଆମେରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ
– ଏନପିଏସ୍ ସମସ୍ତଙ୍କ ପାଇଁ ସର୍ବୋତ୍ତମ ଅବସରକାଳୀନ ନିବେଶ ହୋଇନପାରେ
– ଜୁନ ମାସରୁ ପିଲାଙ୍କ ଉପରେ କୋଭାକ୍ସିନ ଟିକା ପରୀକ୍ଷା
– ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ସମୁଦ୍ର ପହଁରି ସ୍ପେନ ପହଞ୍ଚିଲା ମରକ୍କୋ ବାଳକ
ରାଜ୍ୟ ଖବର
– ରାଜ୍ୟରେ ଗୋଟିଏ ଦିନରେ ୧୧୦୫୯ ନୂଆ ସଂକ୍ରମିତ; କଟକରୁ ସର୍ବାଧିକ ୧୧୩୩ ଚିହ୍ନଟ
– ବିପିୟୁଟି ସେମିଷ୍ଟର ପରୀକ୍ଷା ସ୍ଥଗିତ
Comments are closed.