ପାଟଣା: ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ବଜାର ଅଞ୍ଚଳ ନିହ୍ନୂଆଁ ଛକ ନିକଟରେ ଥିବା ପଥ ପାର୍ଶ୍ଵ ଜାତୀୟ ରାଜପଥ ଲାଇଟ ପୋଷ୍ଟ ଖୁଣ୍ଟରେ ସଟ ସର୍କିଟ ହୋଇଛି। ଏହି ଖୁଣ୍ଟରେ ବିଦ୍ୟୁତ ସରବରାହ କାରଣରୁ ଗୋଟିଏ ଗାଈର ଆଜି ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ଗାଈ ମାଲିକଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।
Popular Categories



