www.samajalive.in
Sunday, December 14, 2025
14.1 C
Bhubaneswar

ଛାତ୍ରଙ୍କ ଚକ ଖଡ଼ିରେ ସୁକ୍ଷ୍ମ କାରିଗରୀ

ଗୋପାଳପୁର: ଶୀତଳାପଲ୍ଲୀ ସ୍ଥିତ ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ବିଜୟ କୁମାର ରେଡି ବହୁ ଥର ଚକ ଖଡ଼ିରେ ସୁକ୍ଷ୍ମ କାରିଗରୀ କରି ସମସ୍ତଙ୍କ ପ୍ରିୟ ହୋଇଛନ୍ତି। ଶିଳ୍ପୀ ବିଜୟ କୁମାର ରେଡ୍ଡୀଙ୍କ ପକ୍ଷରୁ ଚନ୍ଦ୍ରାୟନ ୩ର ସଫଳତା କାମନା କରି ଚକଖଡ଼ିରେ ଅତି ସୁକ୍ଷ୍ମ କାରିଗରୀରେ ଚନ୍ଦ୍ରୟାନ ୩ ତିଆରି କରିଥିଲେ। ଏହି କଳାକୃତିକୁ ଚକରେ ଗୋଟିଏ ଦିନ ଅକ୍ଳାନ୍ତ ପରିଶ୍ରମ କରି ୧ ଇଞ୍ଚର ଗୋଟି ଚକ୍ ନିର୍ମାଣ ସହ ରଙ୍ଗ ଦେଇଥିଲେ। ପୂର୍ବରୁ ବିଜୟ ଚକ ଖଡ଼ିରେ ବିଭିନ୍ନ ସୁକ୍ଷ୍ମ କାରିଗରୀ ପ୍ରସ୍ତୁତ କରି ରାଜ୍ୟପାଳ, ଉପରାଷ୍ଟ୍ରପତି, ୫-ଟି ସଚିବ, ବାଚସ୍ପତି, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। କଳାକୃତିକୁ ଆଗାମୀ ଦିନରେ ଏହିପରି କଳାକୃତି ମାନ ନିର୍ମାଣ କରି ଓଡ଼ିଶାର ନାମକୁ ଆଗକୁ ବଢ଼ାଇବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ବିଜୟ ସୂଚନା ଦେଇଛନ୍ତି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories