www.samajalive.in
Sunday, December 14, 2025
14.1 C
Bhubaneswar

ମହୁଲ ଫୁଲ, ସଜନା ଏବଂ ଆମ୍ବର ମୂଲ୍ୟ ଯୁକ୍ତ ଉତ୍ପାଦ ଉପରେ ଚାରି ଦିନିଆ ତାଲିମ ଶିବିର

ବୁର୍ଲା: ସମ୍ବଲପୁର ବନଖଣ୍ଡ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଏବଂ ପୁଷ୍ଟି ସାଧନ ସ୍ନାତକୋତ୍ତର ବିଭାଗ ମିଳିତ ସହଯୋଗରେ ମହୁଲ ଫୁଲ, ସଜନା ଏବଂ ଆମ୍ବର ମୂଲ୍ୟ ଯୁକ୍ତ ଉତ୍ପାଦ ଉପରେ ଚାରି ଦିନିଆ ତାଲିମ ଶିବିର ଆଜି ଠାରୁ ୪ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଉଦଘାଟନ ଉତ୍ସବରେ ସମ୍ବଲପୁର ଡିଏଫଓ ବିଶ୍ବନାଥ ନିଲାନାବର୍, ପ୍ରଫେସର ପ୍ରଦୀପ ନାଏକ, ପ୍ରଫେସର ସଂଯୁକ୍ତା ଦାସ, ଡ଼କ୍ଟର ଅପରାଜିତା ପ୍ରିୟ ଦର୍ଶିନୀ, ଟ୍ରେନିଂ କୋଅର୍ଡିନେଟର, ପ୍ରଫେସର ସଂଯତ କୁମାର ସାହୁ, ପ୍ରୋଜେକ୍ଟ ଷ୍ଟାଫ ଏବଂ ୫ଟି ବନ ସୁରକ୍ଷା ସମିତିରୁ ଆସିଥିବା ୫୦ ଗୋଟି ଭିଏସଏସ ସଦସ୍ୟ ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ। ତାଲିମ ଶିବିରର ମୁଖ୍ୟ ଉଦ୍ୟେଶ ହେଲା ମହୁଲିରୁ ମାଦକ ଦ୍ରବ୍ୟ ପରିବର୍ତ୍ତେ ପୁଷ୍ଟି ଯୁକ୍ତ ଖାଦ୍ୟ ପ୍ରସ୍ତୁତି କରିବା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories