www.samajalive.in
Tuesday, December 9, 2025
15.1 C
Bhubaneswar

ବିନା ପଞ୍ଜୁରୀରେ ବୋଲ ମାନୁଛନ୍ତି ଶୁଆ

ରେଙ୍ଗାଲି: ସାଧାରଣତଃ ଶୁଆ ପୋଷୁଥିବା ଲୋକେ ପଞ୍ଜୁରୀ ଭିତରେ ଶୁଆ ରଖି ପାଳନ ପୋଷଣ କରୁଥିବାର ଦେଖିବାକୁ ମିଳେ। ପଞ୍ଜୁରୀ ଭିତରେ ରହିଲେ ଶୁଆ ଭଲ ବୋଲ ମାନିଥାଏ ବୋଲି ଧାରଣା ରହିଛି। କିନ୍ତୁ ଏହି ଧାରଣାକୁ ଭୂଲ୍ ପ୍ରମାଣିତ କରିଛନ୍ତି ରେଙ୍ଗାଲି ବ୍ଲକ ରେଙ୍ଗଲୋଇ ଗ୍ରାମର ଦିନେଶ କୁମାର ନାଏକ। ଦିନେଶ ବିନା ପଞ୍ଜୁରୀରେ ଦୁଇଟି ଶୁଆ ପାଳନ କରି ଚର୍ଚ୍ଚାରେ ଅଛନ୍ତି। ଦୁଇ ଶୁଆକୁ ନିଜ କାନ୍ଧରେ ବସାଇ ବୁଲୁଥିବାର ଦେଖିବାକୁ ମିଳୁଛି। ଦୁଇ ଶୁଆ ପକ୍ଷୀ ଦିନେଶର କାନ୍ଧରେ ବସି ବିଚରଣ କରୁଛନ୍ତି। ବିନା ପଞ୍ଜୁରୀରେ ଶୁଆ ପୋଷା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories