ସମାଜ ଡିଜିଟାଲ ଡେସ୍କ: ନନ୍ଦନକାନନରେ ଜନ୍ମନେଲେ ଆଉ ୧୧ଟି ହଳଦିଆ ଆନାକୋଣ୍ଡା । ଗତ ୨୯ରେ ୭ଟି ଆନାକୋଣ୍ଡା ସାବକ ଜନ୍ମ ନେଇଥିବା ବେଳେ ଏହାକୁ ମିଶାଇ ନନ୍ଦନକାନନରେ ମୋଟ୨୫ଟି ହଳଦିଆ ଆନାକୋଣ୍ଡା ରହିଛନ୍ତି । ନବଜାତ ୧୧ଟି ଆନାକୋଣ୍ଡା ସୁସ୍ଥ ଥିବା ସୂଚନା ମିଳିଛି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!