ଡେସ୍କ: ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ଆଜି ନୂଆ ନାମ ଘୋଷଣା କରିଛନ୍ତି। ଏହି ରାଜନୈତିକ ଦଳର ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦଚନ୍ଦ୍ର ପାୱାର’ ରଖାଯାଇଛି। ଅଜିତ ପାୱାର ଗୋଷ୍ଠୀ ହିଁ ପ୍ରକୃତ ଏନସିପି ବୋଲି ନିର୍ବାଚନ ଆୟୋଗ ଗତକାଲି ଘୋଷଣା କରିବା ପରେ ଶରଦ ପାୱାର ଗୋଷ୍ଠୀକୁ ସେମାନଙ୍କ ରାଜନୈତିକ ଦଳ ପାଇଁ ନୂଆ ନାମ ଦାଖଲ କରିବାକୁ କୁହାଯାଇଥିଲା।
Popular Categories



