www.samajalive.in
Monday, December 15, 2025
15.1 C
Bhubaneswar

ଲକ ଡାଉନ ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ‘ଫି’ ବୃଦ୍ଧି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ – ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ଲକ ଡାଉନ ସମୟରେ ଦିଲ୍ଲୀ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ  ଖୁସ ଖବର ପହଞ୍ଚିଛି।  ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ  କହିଛନ୍ତି ଯେ, ସରକାରୀ ଅନୁମତି ବିନା ଘରୋଇ ବିଦ୍ୟାଳୟଗୁଡ଼ିକ ଫି ବୃଦ୍ଧି କରି ପାରିବେ ନାହିଁ। ଯଦି କୌଣସି ଘରୋଇ ଅନୁଷ୍ଠାନ ନିୟନ ଉଲ୍ଲଙ୍ଘନ କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଦ୍ୟାଳୟଗୁଡ଼ିକ ମାସିକିଆ ଫି ସଂଗ୍ରହ କରିପାରିବେ, ହେଲେ ପରିବହନ ଶୁଳ୍କ ପିଲାମାନଙ୍କ ଠାରୁ ଆଦାୟ କରିପାରିବେ ନାହିଁ।

କରୋନା ଭୂତାଣୁ କାରଣରୁ ଦେଶରେ ଶିକ୍ଷା ଏବଂ ଅର୍ଥନୀତି କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହେଉଛି। କେତେକ ବିଦ୍ୟାଳୟ ବର୍ଦ୍ଧିତ ଶୁଳ୍କ ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ଏହି ଖବର ପାଇବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦିଲ୍ଲୀର ଘରୋଇ ବିଦ୍ୟାଳୟଗୁଡ଼ିକ ସରକାରଙ୍କୁ ନ ପଚାରି ଫି ବୃଦ୍ଧି କରିପାରିବେ ନାହିଁ। ଏହା ସହ ଏକାସାଙ୍ଗରେ ପିଲାମାନଙ୍କଠାରୁ ତିନିମାସ ଶୁଳ୍କ ସଂଗ୍ରହ କରାଯାଇ ପାରିବ ନାହିଁ।

- Advertisement -

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories