୬ରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

0

କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ଏପ୍ରିଲ ୬ରେ ଏକ ତିନିଦିନିଆ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି। ଏହି ଅବସରରେ ଓଲି ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରହଣି କାଳରେ ଓଲି ଉତ୍ତରାଖଣ୍ଡସ୍ଥିତ ଜିବି ପନ୍ଥ୍‌ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ।

Leave A Reply