www.samajalive.in
Saturday, December 6, 2025
23.1 C
Bhubaneswar

ସନ୍ଦେଶଖାଲି ମହିଳାଙ୍କ ସୁରକ୍ଷା ନେଇ ନିର୍ବାଚନ ଆୟୋଗଙ୍କୁ ଜଣାଇଲେ ରାଷ୍ଟ୍ରୀୟ ମହିଳା ଆୟୋଗ

ଡେସ୍କ: ତୃଣମୂଳ କଂଗ୍ରେସ କର୍ମୀଙ୍କ ଧମକ ଯୋଗୁଁ ସନ୍ଦେଶଖାଲିର ମହିଳାମାନେ ଯେପରି ସେମାନଙ୍କ ଅଭିଯୋଗ ପ୍ରତ୍ୟାହାର ନ କରିବେ ତାହା ସୁନିଶ୍ଚିତ କରିବାକୁ ରାଷ୍ଟ୍ରୀୟ ମହିଳା ଆୟୋଗ ଆଜି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ନିର୍ବାଚନ ଆୟୋଗକୁ ଲେଖିଥିବା ଚିଠିରେ ଏନସିଡବ୍ଲ୍ୟୁ କହିଛି ଯେ ୨୦୨୪ ସାଧାରଣ ନିର୍ବାଚନ ମଝିରେ ସନ୍ଦେଶଖାଲିର ମହିଳାମାନଙ୍କୁ ପ୍ରଭାବିତ କରାଯାଉଛି, ଧମକ ଦିଆଯାଉଛି ଏବଂ ସେମାନଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପକାଯାଉଛି। ଏହା ଦ୍ୱାରା ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କହି ଏନସିଡବ୍ଲ୍ୟୁ ନିର୍ବାଚନ କମିଶନଙ୍କୁ ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କହିଛି।

ପୃଥିବୀରେ ଶେ​‌ଷ ହୋଇଯିବ କି ଜୀବ ସତ୍ତା? ସୁରକ୍ଷାର ୭ ସୀମା ଟପିଲାଣି ମଣିଷ

- Advertisement -

ଏନସିଡବ୍ଲୁ ଆହୁରି ମଧ୍ୟ କହିଛି ଯେ ମାମଲାର ସତ୍ୟତା ଯାଞ୍ଚ କରିବା ପାଇଁ ଗଠିତ କମିଟି ସନ୍ଦେଶଖାଲିର ଅନେକ ମହିଳାଙ୍କୁ ଭେଟିଥିଲେ ଯେଉଁମାନେ ଅଭିଯୋଗ କରିଥିଲେ ଯେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟିଏମସିର ଶେଖ ଶାହାଜାହାନଙ୍କ ସହଯୋଗୀମାନେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏଥିସହ ସନ୍ଦେଶଖାଲିର ମହିଳାମାନେ ଲିଖିତ ଭାବେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି।

କେଜ୍ରିଓ୍ଵାଲଙ୍କୁ ଜାମିନ ସତ୍ୟର ବିଜୟ – ଆମ୍ ଆଦମୀ ପାର୍ଟି

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories