ପୃଥିବୀରେ ଶେ​‌ଷ ହୋଇଯିବ କି ଜୀବ ସତ୍ତା? ସୁରକ୍ଷାର ୭ ସୀମା ଟପିଲାଣି ମଣିଷ

ସମାଜ ଡିଜିଟାଲ ଡେସ୍କ: ବିକାଶର ଅନ୍ଧ ଦୌଡ଼ରେ ସମଗ୍ର ବିଶ୍ଵ ପ୍ରତ୍ୟେକଦିନ ନୂଆ ନୂଆ ଆବିଷ୍କାର କରିବାରେ ବ୍ୟସ୍ତ। କିନ୍ତୁ ଏହାଦ୍ଵାରା ଜଳବାୟୁର ବହୁତ କ୍ଷତି ଘଟୁଛି। ଜଳବାୟୁର କ୍ଷତି କାରଣରୁ ପୃଥିବୀରେ ବାସ କରୁଥିବା ଜୀବଜନ୍ତୁ, ଉଦ୍ଭିଦ ସମେତ ମଣିଷଙ୍କ ସ୍ୱାସ୍ଥ୍ୟ ତଥା ଆମ ଗ୍ରହର ସୁରକ୍ଷା ପ୍ରତି ବିପଦ ବଢୁଛି। ବୈଜ୍ଞାନିକଙ୍କ କହିବା ମୁତାବକ, ଆମେ ପୃଥିବୀ ସୁରକ୍ଷାର ୭ ସୀମା ଅତିକ୍ରମ କରି ଗଲେଣି। ଏବେ ଆମେ ଜଳବାୟୁର ୮ଟି ସୁରକ୍ଷିତ ସୀମା … Continue reading ପୃଥିବୀରେ ଶେ​‌ଷ ହୋଇଯିବ କି ଜୀବ ସତ୍ତା? ସୁରକ୍ଷାର ୭ ସୀମା ଟପିଲାଣି ମଣିଷ