www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଥମ ଥର ନଜର ଆସିଲା ଚନ୍ଦ୍ରର ଏମିତି ରୂପ

ନୂଆଦିଲ୍ଲୀ : ନ୍ୟାସନାଲ୍ ଏରୋନୋଟିକ୍ସ ଏଣ୍ଡ୍ ସ୍ପେଶ୍ ଆଡମିନିଷ୍ଟ୍ରେସନ(ନାସା) ତରଫରୁ ସେୟାର କରାଯାଉଥିବା ବ୍ରହ୍ମାଣ୍ଡର ଫଟୋ ସମସ୍ତଙ୍କୁ ଚକିତ କରିଥାଏ । ଏଥର ମଧ୍ୟ ନାସା ଚନ୍ଦ୍ରର ଏକ ଫଟୋ ସେୟାର କରିଛି ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି ।

 

View this post on Instagram

 

A post shared by NASA Artemis (@nasaartemis)

- Advertisement -

ନାସା ନିକଟରେ ଜହ୍ନର ଫଟୋ ପୋଷ୍ଟ କରିଛି ଯେଉଁଥିରେ ପୃଥିବୀର ବାୟୁମଣ୍ଡଳ ଉପରେ ଅର୍ଦ୍ଧଚନ୍ଦ୍ରାକାର ସ୍ଥିତିରେ ନଜର ଆସୁଛି । ଏହା ସମୁଦ୍ରର ବ୍ଲୁ ପାଣି ଭଳି ନଜର ଆସୁଛି । ପୂର୍ବରୁ ନାସା ମହାକାଶ ଷ୍ଟେସନରୁ ଗୋଟିଏ ଫ୍ରେମରେ ଚନ୍ଦ୍ର ଓ ପୃଥିବୀର ଫଟୋ ସେୟାର କରିଥିଲା । ଏହି ଫଟୋରେ ମଧ୍ୟ ଚନ୍ଦ୍ର ଅର୍ଦ୍ଧଚନ୍ଦ୍ରାକାର ସ୍ଥିତିରେ ଦୃଶ୍ୟମାନ ହେଉଥିଲା ଏବଂ ପୃଥିବୀ ବାୟୁମଣ୍ଡଳରେ ହାଲୁକା ଧଳା ବାଦଳ ସହିତ ମିଶି ନୀଳ ରଙ୍ଗରେ ନଜର ଆସୁଥିଲା ।

ନେପାଳରେ ଭାସିଗଲା ୨ଟି ବସ୍, ୬୩ ନିଖୋଜ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories