www.samajalive.in
Saturday, December 6, 2025
14.1 C
Bhubaneswar

ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ

ଭୁବନେଶ୍ୱର : ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନଳିନୀକାନ୍ତ ଦଳରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖରେ ନଳିନୀକାନ୍ତ ବ୍ୟକ୍ତିଗତ କାରଣ ଦର୍ଶାଇ ବିଭାଗୀୟ ପଦରୁ ଇସ୍ତଫା ଦେଇଥିଲେ।
ନଳିନୀକାନ୍ତଙ୍କୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ବୀରାମ ଲାଗିଛି। ନଳିନୀଙ୍କୁ ପଶ୍ଚିମ ଓଡ଼ିଶାର ଗୁରୁତ୍ୱପୁର୍ଣ୍ଣ ଆସନ ପାଇଁ ଟିକେଟ ମିଳିବା ନେଇ ଆଲୋଚନା କରାଯାଉଛି। ଗତ କିଛିଦିନ ପୂର୍ବରୁ ରେଢାଖୋଲରେ ଜଣେ ବିଜେଡି ନେତାଙ୍କ ସହ ନଳିନୀଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories