www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରତିଶ୍ରୁତି ପରେ ପ୍ରତାରଣା, ଜେଲ ଗଲା ଅଭିଯୁକ୍ତ

ମୁରିବାହାଲ: ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ଅନ୍ତର୍ଗତ ପଟାମରା ଗ୍ରାମର ନମିତା ହଂସ (ବୟସ – ୨୧) ସେହି ଗାଁର ଦ୍ରୋଣ ହଂସକୁ ଦୀର୍ଘ ୫ ବର୍ଷ ହେଲା ଭଲ ପାଇଆସୁଥିଲା। ସେ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ସେ ନମିତ।କୁ ଆଣି କେସିଙ୍ଗାରେ ପାଖରେ ନେଇ ରଖିଥିଲା ଓ ପରେ ଗାଁରେ ନେଇ ଛାଡ଼ି ଦେଇଥିଲା। ବାହା ହେବାର ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ଦ୍ରୋଣକୁ ଗତକାଲି ପୁଲିସ କୋର୍ଟ ଚାଲାଣ କରିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories