ବାଲେଶ୍ବର ମହିଳା ବିଚାରପତିଙ୍କ ହତ୍ୟା ମାମଲା; ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

0

କଟକ: ବାଲେଶ୍ବର ମହିଳା ବିଚାରପତି ଅନୁପମା ବେହେରାଙ୍କ ହତ୍ୟା ମାମଲାର ଆଜି ଶୁଣାଣି ହୋଇଛି । ଦୋଷୀ ସାବ୍ୟସ୍ତ ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ହୋଇଛି । କଟକ ଜିଲା ଓ ଦୌରା ଜଜ୍ ଦଣ୍ଡା​‌ଦେଶ କରିଛନ୍ତି । ଅଭିଯୁକ୍ତ ଦୁଇ ଭାଇ ହେଲେ ଜ୍ୟୋତିରଞ୍ଜନ ଓ ପ୍ରିୟରଞ୍ଜନ ମହାନ୍ତି । ସୂଚନାଯୋଗ୍ୟ, ୨୦୧୩ ମାର୍ଚ ୧୫ ତାରିଖରେ ପ୍ରେମ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ହୋଇଥିଲା।  ଜଜ୍ ଅନୁପମା ବେହେରାଙ୍କ ଘରେ ପଶି ତାଙ୍କୁ ହତ୍ୟା କରାଯାଇଥିଲା।

Leave A Reply