nua o banner

ମୁମ୍ବଇରେ ୨୨୫ ବିମାନର ଉଡାଣ ବାତିଲ

BSKY banner  750×100
0

ମୁମ୍ବଇ : ମୁମ୍ବଇର ଆନ୍ତର୍ଜାତିକ ବିମାନବନ୍ଦରରେ ସୋମବାର ୨୨୫ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି। ବିମାନବନ୍ଦରର ମୁଖ୍ୟ ରନୱେର ମରାମତି କାରଣରୁ ବିମାନ ଉଡାଣ ଓ ଅବତରଣକୁ ସୋମ ଓ ମଙ୍ଗଳ ଦୁଇଦିନ ପାଇଁ ବାତିଲ କରାଯାଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ରନୱେର ମରାମତି କରାଯାଉଛି।

Leave A Reply