www.samajalive.in
Sunday, December 14, 2025
19.1 C
Bhubaneswar

ଫାଣ୍ଡି ଗାଡି ଦୁର୍ଘଟଣା, ଚାଳକ ଆହତ

ମୁଖୀଗୁଡା: ମୁଖୀଗୁଡା ଫାଣ୍ଡିରେ ନିୟୋଜିତ ବୋଲେରୋ ଆଜି ଫାଣ୍ଡି ପାଚେରୀରେଧକ୍କା ହେବା ଫଳରେ ଚାଳକ ଆହତ ହୋଇଥିବା ଜଣାପଡିଛି। ଦିନ ପ୍ରାୟ ୧ଟା ବେଳେ ମୁଖୀଗୁଡା ଫାଣ୍ଡିରେ ନିୟୋଜିତ ବୋଲେରୋ ଗାଡିଟି ଜାମନାଲିପଡ଼ାରୁ ମୁଖୀଗୁଡା ଫାଣ୍ଡିକୁ ଯାଉଥିବା ବେଳେ ଫାଣ୍ଡି ଗେଟ ସଂଲଗ୍ନ ପାଚେରୀରେ ଭାରସାମ୍ୟ ହରାଇ ପିଟି ହୋଇଥିଲା। ଏଥିଯୋଗୁଁ ପାଚେରୀର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ଗାଡିର ସାମନାପଟ କ୍ଷତିଗ୍ରସ୍ତ ହୋଇଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories