www.samajalive.in
Wednesday, December 10, 2025
15.1 C
Bhubaneswar

ସକାଳର ମୁଖ୍ୟଖବର- ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ, ପଞ୍ଜାବରେ ଡିଏସ୍‌ପିଙ୍କୁ ହତ୍ୟା, ଜାପାନରେ ଶକ୍ତିଶାଳୀ ଭୂମିକମ୍ପ

ସକାଳର ମୁଖ୍ୟଖବର- ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ, ପଞ୍ଜାବରେ ଡିଏସ୍‌ପିଙ୍କୁ ହତ୍ୟା,
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ

ଦେଶରେ ବିଭିନ୍ନ ସ୍ଥାନରେ ଟ୍ରକ ଧର୍ମଘଟ- ନୂଆ ହିଟ୍‌ ଆଣ୍ଡ ରନ୍‌ ଆଇନର ବିରୋଧ, ଏବେ ଟ୍ରକ ଏବଂ ବସ୍‌ କାହକୁ ଧକ୍କା ଦେଇ ଫେରାର ହେଲେ ଚାଳକଙ୍କୁ ୧୦ ବର୍ଷ ଜେଲ୍‌ ଏବଂ ୭ ଲକ୍ଷ ଟଙ୍କା ଜୋରିମାନା

- Advertisement -

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ୬ ଜଣଙ୍କର ମୃତ୍ୟୁ

ଦକ୍ଷିଣ କୋରିଆରେ ବିରୋଧିଦଳ ନେତାଙ୍କୁ ଛୁରୀରେ ହତ୍ୟା ଉଦ୍ୟମ, ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପଞ୍ଜାବରେ ଡିଏସ୍‌ପିଙ୍କୁ ହତ୍ୟା, ମୁଣ୍ଡକୁ ଆଘାତ ଦେଇ ହତ୍ୟାକରାଯାଇଥିବା ସନ୍ଦେହ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories