www.samajalive.in
Saturday, December 6, 2025
16.1 C
Bhubaneswar

ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର : ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ଦେଇ ଥାଇଲାଣ୍ଡର ପୂର୍ବଦିଗକୁ ଗତି କରୁଥିଲା। ଶୁକ୍ରବାରଠାରୁ ଏହା ଗତିପଥ ବଦଳାଇ ଉତ୍ତର ଆଡ଼କୁ ଗତି କରୁଛି। ଅନ୍ୟପଟେ ବଙ୍ଗୋପସାଗରକୁ ପୂର୍ବ ଦିଗରୁ ପବନ ବହୁଛି। ଏହାଦ୍ବାରା ମୌସୁମୀ ବଙ୍ଗୋପସାଗରୀୟ ଶାଖା ଦୁର୍ବଳ ହୋଇପାରେ। ମୌସୁମୀ ବିଳମ୍ବ ସମ୍ଭାବନା ଥିବାରୁ ଜୁନ୍ ୧୦ ପରେ ଚାଷୀ ତଳି ପକାଇବା ଓ ବୁଣାବୁଣି ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories