www.samajalive.in
Sunday, December 14, 2025
17.1 C
Bhubaneswar

ଧନ ବୃଦ୍ଧି କରିବାର ସହଜ ଉପାୟ

କର୍ମ କ୍ଷେତୟରେ ବହୁ ପରିଶ୍ରମ ପରେ ମଧ୍ୟ ଟଙ୍କା ପଇସାର ଅଭାବ ଦେଖାଯାଏ। ଆଶାନୁରୂପକ ଟଙ୍କା ପ୍ରାପ୍ତି ହୋଇନଥାଏ। ଯାହା ଫଳରେ ଘରେ ଅଶାନ୍ତିର ବାତାବରଣ ମଧ୍ୟ ସୃଷ୍ଟି ହୋଇଥାଏ। ଆମେ କେତେକ ସାଧାରଣ କଥା ଉପରେ ଧ୍ୟାନ ଦେଲେ ଏହି ସମସ୍ୟା ଠାରୁ ମୁକ୍ତି ପାଇ ପାରିବା। ଜାଣନ୍ତୁ ସେହି ଉପାୟ କ’ଣ……


ସଭିଁଙ୍କ ଘରେ ପିତ୍ତଳର ନୋଟା ନିଶ୍ଚୟ ଥିବ। ସେହି ନୋଟାରେ ନିୟମିତ ରେଜା ପଇସା ରଖି ନୋଟାଟିକୁ ସଂପୂର୍ଣ୍ଣ ଭର୍ତ୍ତି କରି ଦିଅନ୍ତୁ। ଏହା ପରେ ଏହାକୁ ନେଇ ଗୃହର ପଶ୍ଚିମ ଦିଗରେ ରଖନ୍ତୁ। ନିୟମିତ ପୂଜା କରିବା ପରେ ଏହାକୁ ପ୍ରଣାମ କରନ୍ତୁ। ଗୃହରେ ଆଉ ଧନର ଅଭାବ ରହିବ ନାହିଁ। ଧନର ବୃଦ୍ଧି ମଧ୍ୟ ହେବ।
ଏକ ଅଶ୍ୱତ୍ଥ ପତ୍ର ଆଣି ଏହାକୁ ଗଙ୍ଗା ଜଳରେ ଧୁଅନ୍ତୁ। ଏହା ପରେ କେଶରରେ ‘ଶ୍ରୀ’ ଲେଖି ଏହାକୁ ଶୁଖାଇ ପର୍ସରେ ରଖନ୍ତୁ। ଧନର ଅଭାବ ରହିବ ନାହିଁ। ମନରେ ଶାନ୍ତି ଓ ଆଶାନୁରୂପକ ଧନ ପ୍ରାପ୍ତି ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories