www.samajalive.in
Monday, December 15, 2025
14.1 C
Bhubaneswar

ନୋବେଲ୍‌ ଶାନ୍ତି ପୁରସ୍କାର ଦୌଡରେ ସବୁଠାରୁ ଆଗରେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ – ନୋବେଲ୍‌ ଶାନ୍ତି ପୁରସ୍କାର ଦୌଡରେ ସବୁଠାରୁ ଆଗରେ ନରେନ୍ଦ୍ର ମୋଦୀ – ଯୁଦ୍ଧ ରୋକିବାରେ ସଫଳ ହୋଇଥିବା ନୋବେଲ୍‌ ପୁରସ୍କାର ଚୟନ କମିଟି ସଦସ୍ୟଙ୍କ ସୂଚନା ।

ମୋଦୀଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି । ସାରା ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ଭାରତର ଯୋଗଦାନ ବେଶ୍‌ ଅଧିକ । କରୋନା ସମୟରେ ସାରା ବିଶ୍ୱକୁ ଭାରତ ପକ୍ଷରୁ ଟିକା ଯୋଗାଇ ଦିଆଯାଇଥିଲା । ଏହା ଅନେକକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ଯୋଗଦାନ ଥିଲା ।

- Advertisement -

ଏବେ ନୋବେଲ୍‌ ପୁରସ୍କାର କମିଟି ଭାରତ ଆସିଛନ୍ତି । ଏମାନେ ପୁରସ୍କର ବିଜେତାଙ୍କ ବିଷୟରେ ନିର୍ଣ୍ଣୟ ନେଇଥାଆନ୍ତି । ଚଳିତ ନୋବେଲ୍‌ ଶାନ୍ତି ପୁରସ୍କାର ଦୌଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମ ଆଗରେ ଥିବା ଏହାର ଡେପୁଟୀ ଲିଡର୍‌ ଏସ୍ଲେ ଟୋଜେ କହିଛନ୍ତି ।

ମୋଦୀ ଜଣେ ଶକ୍ତିଶାଳୀ ନେତା । ବିଶ୍ୱ ଶାନ୍ତିରେ ତାଙ୍କର ଯୋଗଦାନ ବେଶ୍‌ ଅଧିକ ବୋଲି ସେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories