www.samajalive.in
Monday, December 15, 2025
16.1 C
Bhubaneswar

ଲୋକେ ଆପଣଙ୍କ ବ୍ୟବହାରକୁ ଗ୍ରହଣ କରିବେ, ଭାଷଣକୁ ନୁହେଁ: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଜଣେ ନେତା ସେତେବେଳେ ନେତା ପାଲଟେ, ଯେତେବେଳେ ସେ ଯାହା କୁହେ ତାହା ନିଜେ ଅଭ୍ୟାସ କରେ ଏବଂ ଜନସାଧାରଣଙ୍କ ସମସ୍ୟାକୁ ବୁଝିପାରେ। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ ପ୍ରଧାନମନ୍ତ୍ରୀ ଦେଶର ପରୀକ୍ଷାର୍ଥୀମାନଙ୍କୁ  ଉଦବୋଧନ ଦେବା ସମୟରେ ଏହା କହିଛନ୍ତି। ମୋଦୀ କହିଛନ୍ତି, ସମ୍ମାନ କେବେ ବି ଦାବି କରାଯାଇ ପାରିବ ନାହିଁ। ଆପଣମାନଙ୍କୁ ପ୍ରଥମେ ନିଜକୁ ପରିବର୍ତ୍ତନ କରିବାକୁ ହେବ ଏବଂ ଆପଣଙ୍କ ବ୍ୟବହାର ଆପଣଙ୍କ ପାଇଁ ସମ୍ମାନ ଆଣିଦେବ। ଲୋକମାନେ ଆପଣଙ୍କ ବ୍ୟବହାରକୁ ଗ୍ରହଣ କରିବେ, ସେମାନେ ଆପଣଙ୍କ ଭାଷଣକୁ ଗ୍ରହଣ କରିବେ ନାହିଁ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories