www.samajalive.in
Tuesday, December 9, 2025
16.1 C
Bhubaneswar

ଗାଡି ଚେକିଂ ଜୋରଦାର, ପ୍ରଥମ ଦିନରେ ୯୫ ହଜାର ଟଙ୍କା ଜୋରିମାନା ଦେଲେ ଅମାନିଆ

ଭୁବନେଶ୍ବର : ଗାଡି ଚେକିଂର ପ୍ରଥମ ଦିନରୁ ୯୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛି କମିଶନରେଟ୍ ପୁଲିସ । ୧୦ ତାରିଖରୁ ଚେକିଂ ଜୋରଦାର ହେବ ବୋଲି ପୂର୍ବରୁ ସୂଚନା ଦେଇଥିବାବେଳେ ଆଜି ପ୍ରଥମ ଦିନରେ କମିଶନରେଟ୍ ପୁଲିସ ଟ୍ବିନସିଟିର ୫ଟି ସ୍ଥାନରେ ଚେକିଂ କରି ୯୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ୧୯ଟି ଗାଡିର ବ୍ଲାକ ଫିଲ୍ମ ଖୋଲାଯାଇଥିବାବେଳେ ବିକଟାଳ ହର୍ଣ୍ଣ ଲାଗିଥିବା ୨୫ଟି ଗାଡି ସିଜ୍ କରାଯାଇଛି । କାଲିଠୁ ଜୋରଦାର ଚେକିଂ ହେବ ବୋଲି ଟ୍ରାଫିକ୍ ଡିସିପି ତପନ ମହାନ୍ତି ସୂଚନା ଦେଇଛନ୍ତି ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories