www.samajalive.in
Saturday, December 6, 2025
15.1 C
Bhubaneswar

ମୋ ବସ୍‍ ବନ୍ଦ, ରେଳ ଓ ବିମାନ ଯାତ୍ରୀଙ୍କୁ ସେବା ମିଳିବ

ଭୁବନେଶ୍ୱର: ତାଲାବନ୍ଦ ଯୋଗୁଁ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମୋ ବସ୍‍ ସେବା ବନ୍ଦ ରହିବ। ଏ ସଂକ୍ରାନ୍ତରେ କ୍ରୁଟ୍‍ ପକ୍ଷରୁ ସୂଚନା ଦିଆଯାଇଛି। ବାହାର ରାଜ୍ୟରୁ ରେଳ ଏବଂ ବିମାନ ଦ୍ୱାରା ଫେରୁଥିବା ଲୋକଙ୍କ ପାଇଁ ମୋ ବସ୍‍ ସେବା ପ୍ରଦାନ କରିବ। ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳରୁ ଯାତ୍ରୀଙ୍କୁ ଖୋର୍ଦ୍ଧା ଓ କଟକରେ ଛାଡ଼ିବା ପାଇଁ ମୋ ବସ୍‍ ବ୍ୟବସ୍ଥା କରାଯାଇଛି। ବିମାନ ଦ୍ୱାରା ଆସୁଥିବା ଯାତ୍ରୀ ମାଷ୍ଟରକ୍ୟାଣ୍ଟିନ୍‍ ରେଳ ରହଣିସ୍ଥଳକୁ ଆସିବା ପାଇଁ ବିମାନ ବନ୍ଦରରେ ମୋ ବସ୍‍ ରହିବ।

ଯାତ୍ରୀମାନେ ମୋ ବସ୍‍ ଯୋଗ ମାଷ୍ଟରକ୍ୟାଣ୍ଟିନକୁ ଆସିପାରିବେ। ସେଠାରୁ ଯାତ୍ରୀ ମୋ ବସ୍‍ ଯୋଗେ ଖୋର୍ଦ୍ଧା ଏବଂ କଟକ ଯାଇପାରିବେ। କିନ୍ତୁ ଅନ୍ୟ ସମସ୍ତ ରୁଟ୍‍’ରେ ମୋ ବସ୍‍ ସେବା ବନ୍ଦ ରହିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories