ବନ୍ୟାପ୍ଲାବିତ କୋଡାଶିଙ୍ଗା ଗ୍ରାମରେ ଡାକ୍ତରୀ ଦଳ
ହରଭଙ୍ଗା : ହରଭଙ୍ଗା ପଂଚାୟତର ବନ୍ୟାପ୍ଲାବିତ ଗାଁରେ ଶୁକ୍ରବାର ଡାକ୍ତରୀଦଳ ପହଞ୍ଚି ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଲୋକଙ୍କୁ ମାଗଣାରେ ଓଆରଏସ, ଭିଟାମିନ୍, ପାଣିକନ୍ଦା, ଜ୍ୱର, ଥଣ୍ଡା, କାଶ, ଶ୍ୱାସ ଆଦି ଔଷଧ ପ୍ରଦାନ କରିଥିବା ଜଣାପଡିଛି। ବୋଟ୍ ସାହାଯ୍ୟରେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶ୍ୟାମ ପ୍ରସାଦ ମେହେର ପ୍ରମୁଖ ୪ଜଣିଆ ଡାକ୍ତରୀଦଳ କୋଡାଶିଙ୍ଗା ଗ୍ରାମରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
Comments are closed.