www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀଙ୍କୁ ମାୟାଙ୍କ କଟାକ୍ଷ – ‘ନିଃସହାୟ’ ସରକାର ଲୋକଙ୍କ ପାଇଁ ଭଲ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ଭାଷଣ ‘ଦୃଢ଼ ସରକାର ବନାମ ନିଃସହାୟ ସରକାର’କୁ କଟାକ୍ଷ କରି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି ଯେ ‘ନିଃସହାୟ’ ମିଳିତ ସରକାର ଲୋକଙ୍କ ପାଇଁ ଭଲ। ମୋଦୀ ନିର୍ବାଚନ ସମୟରେ ଭୋଟରଙ୍କୁ ପଚାରିଥିଲେ, ‘ଆପଣମାନେ କିଭଳି ସରକାର ଚାହାନ୍ତି – ନିଃସହାୟ ନା ଦୃଢ଼ ସରକାର।’

ପୂର୍ବାଞ୍ଚଳ ଏବଂ ଅୱଧ କ୍ଷେତ୍ରର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବା ଅବସରରେ ମାୟାବତୀ କହିଛନ୍ତି, ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ଅଛି କିନ୍ତୁ ଉତ୍ତରପ୍ରଦେଶରେ ଆଖିଦୃଶିଆ ବିକାଶ ହୋଇ ପାରିନାହିଁ। ଏହା ପ୍ରମାଣିତ କରୁଛି ଯେ ଦେଶରେ ଦୃଢ଼ ସରକାର ନାଁରେ ନିଃସହାୟ ସରକାର ଶାସନ କରୁଛି।

- Advertisement -

ସେ କହିଛନ୍ତି ନିଃସହାୟ ସରକାର ଲୋକଙ୍କୁ ଭୟ କରେ ଓ ବିକାଶ କରିବାରେ ଅସମର୍ଥ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories