www.samajalive.in
Saturday, December 6, 2025
14.1 C
Bhubaneswar

ରାଶି ଅନୁଯାୟୀ ଜାଣନ୍ତୁ ବିବାହ ପାଇଁ ଉପଯୁକ୍ତ ବୟସ

ବିବାହ ସମସ୍ତଙ୍କ ଜୀବନର ଏକ ମୂଲ୍ୟବାନ ସମୟ ଅଟେ। ପ୍ରତ୍ୟେକ ବ୍ୟକ୍ତି ସଠିକ ସମୟରେ ବିବାହ କରିବା ଉଚିତ। କିନ୍ତୁ ସମସ୍ତଙ୍କ ମନରେ ବେଳେବେଳେ ପ୍ରଶ୍ନ ଉଠିଥାଏ ଯେ, ବିବାହ କରିବାର ସଠିକ ବୟସ କେତେ। ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ, ବିବାହ କରିବାର ସଠିକ ବୟସ ସମ୍ବନ୍ଧରେ ..

ମେଷ : ଏହି ରାଶିର ବ୍ୟକ୍ତିମାନଙ୍କୁ ୨୪ବର୍ଷ ବୟସ ପରେ ବିବାହ କରିବା ଉଚିତ।

- Advertisement -

ବୃଷ : ଏହି ରାଶିର ବ୍ୟକ୍ତିମାନେ ୨୬ ବର୍ଷ ବୟସରେ ବିବାହ କରିବା ଉଚିତ।

ମିଥୁନ : ମିଥୁନ ରାଶିର ବ୍ୟକ୍ତିମାନେ ୩୦ବର୍ଷ ବୟସରେ ବିବାହ କରିପାରିବେ।

କର୍କଟ : ଏହି ରାଶିର ବ୍ୟକ୍ତିମାନେ ୨୧ ବର୍ଷ ବୟସ ପରେ ବିବାହ କରିପାରିବେ।

ସିଂହ : ଏହି ରାଶିର ବ୍ୟକ୍ତିମାନେ ୨୦ରୁ ୩୦ବର୍ଷ ମଧ୍ୟରେ ବିବାହ କରିବା ଉଚିତ।

କନ୍ୟା : ଏହି ରାଶିର ବ୍ୟକ୍ତିମାନେ ୨୫-୨୬ ବର୍ଷ ବୟସରେ ବିବାହ କରିପାରିବେ।

ତୁଳା : ଏହି ରାଶିର ବ୍ୟକ୍ତିମାନେ ୨୫ ରୁ ୨୦ ବର୍ଷ ବୟସ ମଧ୍ୟରେ ବିବାହ କରି ପାରିବେ।

ବିଛା : ଏହି ରାଶିର ବ୍ୟକ୍ତିମାନେ ୩୦ବର୍ଷ ବୟସରେ ବିବାହ କରିପାରିବେ।

ଧନୁ : ଏହି ରାଶିର ବ୍ୟକ୍ତିମାନେ ୨୦ରୁ ୨୫ ବର୍ଷ ବୟସରେ ବିବାହ କରିପାରିବେ।

ମକର : ଏହି ରାଶିର ବ୍ୟକ୍ତିମାନେ ୨୫ରୁ ୩୨ ବର୍ଷ ବୟସ ମଧ୍ୟରେ ବିବାହ କରିପାରିବେ।

କୁମ୍ଭ : ଏହି ରାଶିର ବ୍ୟକ୍ତିମା​‌ନେ ୩୦ରୁ ୩୫ ବର୍ଷ ବୟସ ମଧ୍ୟରେ ବିବାହ କରିପାରିବେ।

ମୀନ : ଏହି ରାଶିର ବ୍ୟକ୍ତିମାନେ ୨୬ବର୍ଷ​‌ ବୟସରେ ବିବାହ କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories