୩୫୦୦୦ ପୁସ୍ତକ ଦାନ କରିବେ ମନମୋହନ

0

ଚଣ୍ଡିଗଡ଼: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ତାଙ୍କ ବ୍ୟକ୍ତିଗତ ପାଠାଗାରରୁ ୩,୫୦୦ ପୁସ୍ତକ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ଦାନ କରିଛନ୍ତି। ଏଥିସହିତ ଅନେକ ବିରଳ ଫଟୋ ଓ ଚିତ୍ରକଳା ମଧ୍ୟ ଶ୍ରୀ ସିଂହ ଦାନ କରିବାକୁ ଘୋଷଣା କରିଛନ୍ତି। ସେଗୁଡ଼ିକର ସ୍ଥାନାନ୍ତରଣ ପାଇଁ ଖୁବ୍‍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସେଗୁଡ଼ିକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ ସ୍ଥିତ ଗୁରୁ ତେଜ୍‍ ବାହାଦୂର ଭବନରେ ରଖାଯିବ। ଉକ୍ତ ବିଶ୍ୱବିଦ୍ୟାଳୟରେ ୧୯୫୦ରେ ଡ. ସିଂହ ଜଣେ ଛାତ୍ର ଥିଲେ ଏବଂ ପରବର୍ତ୍ତୀ ସମୟରେ ପ୍ରଫେସର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ।

Leave A Reply