www.samajalive.in
Saturday, December 6, 2025
16.1 C
Bhubaneswar

ମନସା ପ୍ରସାଦ ମିଶ୍ର ନାଲକୋର ନୂଆ ପ୍ରକଳ୍ପ ଓ ବୈଷୟିକ ନିର୍ଦେଶକ ନିଯୁକ୍ତ

ନାଲକୋର ନୂତନ ପ୍ରକଳ୍ପ ଓ ବୈଷୟିକ ନିର୍ଦେଶକ ଭାବରେ ମନସା ପ୍ରସାଦ ମିଶ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଅନୁଗୁଳସ୍ଥିତ ସ୍ମେଲଟର ଓ ପାୱାର କପ୍ଲେକ୍ସରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଥିଲେ । ବୁର୍ଲା ୟୁସିଇରୁ ମେକାନିକାଲ ଇଞ୍ଜିନିଅରିଂରେ ଡ଼ିଗ୍ରୀ ହାସଲ କରିବା ପରେ ଇଞ୍ଜିନିଅର ଟ୍ରେନି ଭାବରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ବିଭିନ୍ନ ପ୍ରକଳ୍ପରେ ବିଶେଷ ଭାବରେ ନାଲକୋର ସ୍ମେଲଟର ଓ ପାୱାର କମ୍ପେଲକ୍ସରେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ଥିଲା ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories