www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ଦାନ୍ତରେ ଉଠାଉଛନ୍ତି ୫୦ କେଜି ସିମେଣ୍ଟ ବସ୍ତା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ଭିଡିଓ ଦେଖି ଲୋକେ କହିଛନ୍ତି ପେଟ ପୋଷିବା ପାଇଁ ଏମିତି ମଧ୍ୟ କରିବାକୁ ପଡେ । ବର୍ଷା, ଖରା, ଶୀତରେ କାମ କରି ପରିବାର ପୋଷି ଥାଆନ୍ତି । ନିକଟରେ ଏଭଳି ହିଁ ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ଭିଡିଓଟି ସଭିଁଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରୁଛି ।


ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଜଣେ ଯୁବକ ବେଶ ଆରାମରେ ୫୦ କେଜିର ଏକ ସିମେଣ୍ଟ ବସ୍ତାକୁ ନିଜ ଦାନ୍ତରେ ଉଠାଇବା ସହ ସେହି ସମୟରେ ଆଉ ଏକ ସିମେଣ୍ଟ ବସ୍ତାକୁ ନିଜ ପିଠିରେ ନେଉଛନ୍ତି । ସିମେଣ୍ଟ ବସ୍ତାକୁ ଉଠାଇବା ପରେ ପ୍ରାୟ ୨୫-୩୦ ସେକେଣ୍ଡ ଦୂର ସ୍ଥାନକୁ ନେଇ ରଖୁଛନ୍ତି । ଏଯାଏଁ ୬୪ ହଜାରରୁ ଅଧିକ ଲୋକେ ଦେଖି ସାରିଲେଣି । ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଯନ୍ତ୍ରଣାରେ ଛଟପଟ୍‌ ହୋଇ ବଞ୍ଚାଅ, ବଞ୍ଚାଅ କହିଲେ ଡେଲିଭରି ବଏ, ହୋସ୍‌ ଉଡାଇବ କାରଣ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories