୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ପୁଣି ଥରେ ମଙ୍ଗଳବାର ମାଓବାଦୀଙ୍କ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି। ଛତିଶଗଡ ବିଜାପୁର ବୁଡଗିଚେରୁ ଗାଁରେ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ବୃହସ୍ପତି ଚଳନ; ଜାଣନ୍ତୁ ସବୁ ରାଶି ଉପରେ ପଡିବ କି ପ୍ରଭାବ, କିଏ କିଣିବେ ଘର, ଗାଡି, କାହାର ହେବ ବିବାହ, ହେବେ ମାଲାମାଲ୍‌..

ଭୋଜି ନିଅଣ୍ଟ ହେଲା ବୋଲି ବରପକ୍ଷ ଭାଙ୍ଗିଲେ ବିବାହ, ପୁଲିସ କଲା ଏମିତି..

Comments are closed.