ଭୋଜି ନିଅଣ୍ଟ ହେଲା ବୋଲି ବରପକ୍ଷ ଭାଙ୍ଗିଲେ ବିବାହ, ପୁଲିସ କଲା ଏମିତି..

ନୂଆଦିଲ୍ଲୀ : ଗୁଜରାଟର ସୁରଟରେ ବିବାହର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଏକ ଫିଲ୍ମ ଭଳି ସଭିଁଙ୍କୁ ଅନୁଭବ ହୋଇଛି। ରାହୁଲ ଓ ଅଞ୍ଜଳିଙ୍କ ବିବାହ ଭାଙ୍ଗିବା ଶେଷ ପର୍ଯ୍ୟାୟରେ ଥିଲା । ଏହାର କାରଣ ବିବାହ ଭୋଜି ସଠିକ୍‌ ବ୍ୟବସ୍ଥାରେ ହୋଇନଥିବାରୁ । ଏହାପରେ ପୁଲିସ ଥାନାରେ ଉଭୟଙ୍କ ବାହାଘର କରିଥିଲା। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା.. ମିଳିଥିବା ସୂଚନାନୁଯାୟୀ ବିହାରର ଜଣେ ବାସିନ୍ଦା ରାହୁଲ ଓ … Continue reading ଭୋଜି ନିଅଣ୍ଟ ହେଲା ବୋଲି ବରପକ୍ଷ ଭାଙ୍ଗିଲେ ବିବାହ, ପୁଲିସ କଲା ଏମିତି..