www.samajalive.in
Saturday, December 6, 2025
26.1 C
Bhubaneswar

ପବିତ୍ର ମକର ସଂକ୍ରାନ୍ତି ପର୍ବରେ ଚଳଚଞ୍ଚଳ ସାରା ଓଡ଼ିଶା

କଟକ : ଓଡ଼ିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ କରାଯାଇଥାଏ। ସୋମବାର ହେଉଛି ପବିତ୍ର ମକର ସଂକ୍ରାନ୍ତି। ଆଜି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାଆନ୍ତି। ଆଜି ଠାରୁ ଦିନ ଧିରେ ଧିରେ ବଡ଼ ହୋଇଥାଏ। ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିବାବେଳେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି।
ଭୋରରୁ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିବା ସହ ପ୍ରତି ଓଡ଼ିଆଙ୍କ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥିବା ଦେଖାଯାଇଛି। ଚାଉଳ, ଛେନା, ନଡ଼ିଆ, ଗୁଡ଼, କର୍ପୂର, କଦଳୀ, ଗୋଲମରିଚ ଇତ୍ୟାଦିକୁ ନେଇ ଓଡ଼ିଆମାନେ ମକର ଚାଉଳ ପ୍ରସ୍ତୁତ କରିଥାଆନ୍ତି। ଏହି ପର୍ବ ଅବସରରେ ଖୋର୍ଦ୍ଧା ଅଟ୍ରିରେ ମକର ମେଳା ସୋମବାର ଠାରୁ ଆରମ୍ଭ ହୋଇଛି। ଉତ୍ତର ଓଡ଼ିଶାରେ ଏହାକୁ ଗଣପର୍ବ ଭାବରେ ପାଳନ କରାଯାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories